22.1 C
Bhubaneswar
Saturday, March 22, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଯାଜପୁର ଜିଲ୍ଲାରେ ବିଭନ୍ନ ପ୍ରକଳ୍ପ ଉଦଘlଟିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଯାଜପୁର ଜିଲ୍ଲାରେ ବିଭନ୍ନ ପ୍ରକଳ୍ପ ଉଦଘlଟିତ

ଯାଜପୁର : ଆଜି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ଗ୍ରସ୍ତ ରେ ଆସି ବିଭନ୍ନ ପ୍ରକଳ୍ପ ଉଦ୍ ଘାଟନ କରି ଛନ୍ତି
ଭୁବନେଶ୍ୱର ରୁ ହେଲି କାପ୍ଟର ଯୋଗେ ଯାଜପୁରରୋଡ ବ୍ୟାସ ସରୋବର ରେ ଓହ୍ଲାଇ ଥିଲେ 64କୋଟି ଟଙ୍କା ର ବ୍ୟାସ ସରୋବର ର ମେଘା ପ୍ରକଳ୍ପ କୁ ଉଦ୍ ଘାଟନ କରିଥିଲେ l ସେଠାରୁ ବ୍ୟାସଦେବ ଟାଉନ ହଲ 4କୋଟି ଟଙ୍କl ବେୟ ନିର୍ମିତ ନବୀକରଣ କୁ ଉଦ୍ ଘାଟନ କରି ଚନ୍ଦମା ପଡିଆ ରେ ଆୟୋଜିତ ସଭା ରେ ମୂଖ୍ୟ ମନ୍ତ୍ରୀ ଶ୍ରୀ ମାଝୀ ସୁଭଦ୍ରା ଯୋଜନା ର ପ୍ରଥମ କିସ୍ତି ର ଚତୁର୍ଥ ପର୍ଯ୍ୟlୟ ର ଅଠର ଲକ୍ଷ ରୁ ଉର୍ଦ୍ଧ ମହିଲା ବ୍ୟାଙ୍କ ଖାତା କୁ ପଦ୍ଦାନ କରିଚନ୍ତି ଯାଜପୁର ଜିଲ୍ଲାର ବିଜେପି ବିଧାୟକ ଯାଜପୁର ସାଂସଦ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking