33.1 C
Bhubaneswar
Tuesday, April 22, 2025
Homeଓଡିଶାବାରବାଟୀରେ ପହଞ୍ଚିଲେ ଖେଳାଳି

ବାରବାଟୀରେ ପହଞ୍ଚିଲେ ଖେଳାଳି

କଟକ : ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ  ଖେଳାଳୀ । ଅଭ୍ୟାସ ପାଇଁ ପହଞ୍ଚିଲେ  ଭାରତୀୟ ଖେଳାଳୀ ।    ବାରବାଟୀ ଷ୍ଟାଡିୟମରେ  ଅଭ୍ୟାସ କରିବେ  ଖେଳିଲେ । କାଲି ଖେଳାଯିବ ଇଂଲଣ୍ଡ – ଭାରତ ମ୍ୟାଚ । ସେମାନଙ୍କ ପାଇଁ ବ୍ୟାପକ ସୁରକ୍ଷା କଡାକଡି କରାଯାଇଛି । ୫୦ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking