30.1 C
Bhubaneswar
Sunday, May 5, 2024
Homeଓଡିଶାବିଜ୍ଞପ୍ତି ନେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ବିଜ୍ଞପ୍ତି ନେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ବ୍ୟୁରୋ: ପଦ୍ମପୁର ଝାରବନ୍ଧରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ ।  ଧାନ କିଣା, ଜଳସେଚନ, ଦାଦନ ଇନ୍‌ପୁଟ,ସବ୍‌ସିଟି ପ୍ରସଙ୍ଗ ଉଠାଇ ବର୍ଷିଲେ । କାଲି ମୁଖ୍ୟମନ୍ତ୍ରୀ ପଦ୍ମପୁର ଆସିବାକୁ ରହିଛି, ପ୍ରତିଶୃତି ନେଇ ଆସନ୍ତୁ । ଦଳ ସଭାପତି ଭାବେ ଜିଲ୍ଳା ଗଠନ ଦାୟିତ୍ୱ ନେଲେ ଚଳିବ ନାହିଁ । ଜିଲ୍ଲା ଗଠନର ମଞ୍ଜୁରୀ ଦିଅନ୍ତୁ, ବିୟ୍‌ଝପ୍ତି ନେଇ ଆସନ୍ତୁ ମୁଖ୍ୟମନ୍ତ୍ରୀ । ପ୍ରାଥମିକ ଶିକ୍ଷକଙ୍କ ଆନ୍ଦେଳନ ନେଇ ସରକାରଙ୍କୁ ସମାଲୋଚନା କଲେ । ୭୫ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଠନ ଦାୟିତ୍ୱ ଶିକ୍ଷକଙ୍କ ହାତରେ । ୧ ଲକ୍ଷ ଶିକ୍ଷକ ମାନସିକ ଯନ୍ତ୍ରଣା ପାୁଛନ୍ତି, ସ୍ଥାୟୀ ନିଯୁକ୍ତି ନାହିଁ । କନିଷ୍ଠଙ୍କୁ ବରିଷ୍ଠ ଓ ବରିଷ୍ଠଙ୍କୁ କନିଷ୍ଠ ପାହ୍ୟା କାହିଁକି ବୋଲି ପଚାରିଲେ । ୨୨ ବର୍ଷ ଶାସନ କାଳରେ କ’ଣ କରିଛନ୍ତି ଜବାବ ଦିଅନ୍ତୁ- ଧର୍ମେନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking