28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚନ୍ନୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚନ୍ନୀ

ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଚରଣଜିତ ସିଂହ ଚନ୍ନୀ । ତାଙ୍କର ପ୍ରଥମ ବୈଠକରେ ବିବାଦୀୟ ତିନୋଟି କୃଷି ଆଇନ ବିଷୟରେ ଆଲୋଚନା କରିଥିବାର କଥା ସାମ୍ନାକୁ ଆସିଛି । କୃଷି ହେଉଛି ଆମର ରୋଜଗାରର ଉତ୍ସ । ତେଣୁ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କର ସମାଧାନ ଖୁବଶୀଘ୍ର କରନ୍ତୁ ବୋଲି ଗଣମାଧ୍ୟମ ନିକଟରେ ଚନ୍ନୀ ସ୍ପଷ୍ଟ କରିଛନ୍ତି । ଏହା ସହ ବହୁ କୃଷି ରାଜ୍ୟରେ ଧାନ କ୍ରୟକୁ ସ୍ଥଗିତ ରଖିବାକୁ କେନ୍ଦ୍ରର ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking