27.5 C
Bhubaneswar
Monday, July 22, 2024
Homeଓଡିଶା୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା : ବସ୍‌ଷ୍ଟାଣ୍ଡରୁ ୭୫୦ କେଜି ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ଲକ୍ଷ ଟଙ୍କା । ବାହାର ରାଜ୍ୟକୁ ଚୋରାଚାଲାଣ କରାଯାଉଥିଲା । ଅଭିଯୁକ୍ତ ଘଟମାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ତନାଘନା କରୁଛି ।

ବାରିପଦା : ବସ୍ ଚଳାଚଳ ବନ୍ଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking