ମୋହନା : ବସ୍ଷ୍ଟାଣ୍ଡରୁ ୭୫୦ କେଜି ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ଲକ୍ଷ ଟଙ୍କା । ବାହାର ରାଜ୍ୟକୁ ଚୋରାଚାଲାଣ କରାଯାଉଥିଲା । ଅଭିଯୁକ୍ତ ଘଟମାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ତନାଘନା କରୁଛି ।