30.1 C
Bhubaneswar
Wednesday, August 19, 2026
Homeଦେଶ ବିଦେଶକଟକ- ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନକୁ କ୍ୟାବିନେଟ ମଞ୍ଜୁରୀ

କଟକ- ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ଓଡିଶା ପାଇଁ ବଡ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର । କଟକ- ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କଟକ- ପାରାଦୀପ ୭୨ କିମି ଟ୍ରାକ ପାଇଁ ବ୍ୟୟ ହେବ ୨୨୮୬ କୋଟି । ଭଦ୍ରକ – ହରିଦାସପୁର ଚତୁର୍ଥ ଲାଇନକୁ ମଞ୍ଜୁରୀ ମିଳିଛି । ଭଦ୍ରକ- ହରିଦାସପୁର ୭୫ କିମି ଟ୍ରାକ ପାଇଁ ବ୍ୟୟ ହେବ ୧୫୮୩ କୋଟି । ଖଡଗପୁର- ଭଦ୍ରକ ଚତୁର୍ଥ ଲାଇନକୁ ମଞ୍ଜୁରୀ ମିଳିଛି । ଖଡଗପୁର- ଭଦ୍ରକ ୧୭୩ କିମି ପାଇଁ ୩୩୫୨ କୋଟି ଟଙ୍କାର ଅଟକଳ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking