31.1 C
Bhubaneswar
Monday, May 13, 2024
Homeଓଡିଶାଜଳିଗଲା ଚଳନ୍ତା ବସ; ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ଜଳିଗଲା ଚଳନ୍ତା ବସ; ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାୟଗଡା : ଏକ ଚଳନ୍ତା ଯାତ୍ରୀବାହୀ ବସ ଜଳିଯିବା ସହ ଏକ ବଡ ଧରଣର ଦୁର୍ଘଟଣାରୁ ପ୍ରାୟ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ସଡକ ଦୁର୍ଘଟଣା ରାୟଗଡା ଜିଲାର ଶିରିଗୁଡା ତାରିଣୀ ଛକ ନିକଟରେ ଘଟିଥିବା ଶନିବାର ଜଣାପଡ଼ିଛି। ଉକ୍ତ ବସଟି ନବରଙ୍ଗପୁର କଷାଗୁମୁଡାରୁ ପୋଲସରାକୁ ଯାଉଥିଲା ବେଳେ ଏଭଳି ଅଘଟଣ ଘଟିଛି। କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking