ପାଣିରେ ବୁଡି ଭାଇଭଉଣୀ ମୃତ

ଜୟପୁର : ନଦୀରେ ବୁଡି ଯାଇ ଛୋଟ ଭଇଭଉଣୀ ମୃତ । ମୃତକ ବୋରିଗୁମା ଥାନା ଅଞ୍ଚଳା ପଞ୍ଚାୟତ ବିରାହାଣ୍ଡି ଗାଁର । ନଦୀକୁ ସୌଚ ହେବାକୁ ଯାଇଥିଲା ବେଳେ ପାଣିରେ ବୁଡିଗଲେ । ଉଭୟ ୫ ବର୍ଷର ହୋଇଥିବା ବେଳେ ଦୁଇ ଭାଇକଙ୍କର ପୁଅ,ଝିଅ ବୋଲି ସୂଚନା । ଜାତୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ସୋଆ ଆଇନ୍ ଛାତ୍ରଛାତ୍ରୀ ବିଜୟୀ