21.1 C
Bhubaneswar
Saturday, February 7, 2026
Homeଓଡିଶାକୋରେଇ ରାଜନୀତିରେ ବବିଙ୍କ ରିଏଣ୍ଟ୍ରି ଉଦ୍ୟମ

କୋରେଇ ରାଜନୀତିରେ ବବିଙ୍କ ରିଏଣ୍ଟ୍ରି ଉଦ୍ୟମ

ଯାଜପୁର: ଯାଜପୁର କରୋଇ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଆସ୍ଥାଭାଜନ ପାଇଁ ବବିଙ୍କ ଉଦ୍ୟମ । ବିଜେଡି ପାୱାର କରିଡରର ନେତା ବବି ଓରଫ୍ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ । ଏକ ବନ୍ଧୁ ମିଳନ ଉତ୍ସବରେ ବିଜେଡି କର୍ମୀଙ୍କୁ ବିବଙ୍କ ସମ୍ବୋଧନ । ସମ୍ବୋଧନ କରି କହିଲେ ଯ୍ଧକ୍ସପୁର ମୋ ପାଇଁ ମାଆ ଏବଂ କୋରେଇ ମେ ପାଇଁ ଯଶୋଦା ମାଆ । ବାବାଙ୍କ ନିଶ ଚେଞ୍ଜ ହୋଇନି କି କୋରେଇ ଲୋକ ବଦଳି ନାହାଁନ୍ତି । ଜିତିବା ହାରିବା ବଡ଼ ନଥିଲା ମୋ ଘରକୁ ଫେରିବା ଇମ୍ପୋର୍ଟାଣ୍ଟ ଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking