25.1 C
Bhubaneswar
Tuesday, March 18, 2025
Homeଓଡିଶାବିଜେଡି ଧ୍ୱଂସ ହୋଇଯିବ : ପ୍ରଫୁଲ୍ଲ ମାଝୀ

ବିଜେଡି ଧ୍ୱଂସ ହୋଇଯିବ : ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର : କଂଗ୍ରେସକୁ ଫେରିବା ନେଇ ପରୋକ୍ଷ ଇସାରା ଦେଲେ ଡା. ପ୍ରଫୁଲ୍ଲ ମାଝୀ । ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କଲା ।  ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ । ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡି ବିଜେଡି  ଆସିଥିଲି । ଘରକୁ ଫେରିବି ନ ଫେରିବି ଏବେଠୁ କହିପାରିବେନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking