ଭୁବନେଶ୍ୱର : କଂଗ୍ରେସ ଛାଡିଥିବା କିଛି ନେତା ଦଳକୁ ଫେରିବା ନେଇ ଇସାରା ଦେଲେ । କଂଗ୍ରେସ ଛାଡିଥିବା ଭୂପିନ୍ଦର ସିଂ ମଧ୍ୟ ଏପରି କିଛି ଇସାରା ଦେଲେ । ଆପଣ ଫେରିବେ କି ପ୍ରଶ୍ନରେ କହିଲେ ସମୟକୁ ଅପେକ୍ଷା କର । ସବୁ ଦଳ ସଂଗଠନକୁ ମଜଭୂତ କରିବାକୁ ଚେଷ୍ଟା କରିବା ସ୍ୱାଭାବିକ । ଏହା ପରେ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦଳର ଖରାପ ସମୟରେ ଛାଡି ଯିବା ଠିକ ହେବନି କହିଲେ ।