29.5 C
Bhubaneswar
Friday, June 19, 2026
Homeଓଡିଶାରାଜ୍ୟପାଳଙ୍କୁ ଭେଟିଲା ବିଜେଡି

ରାଜ୍ୟପାଳଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର : ବିଜୁଙ୍କୁ ଅସମ୍ମାନ ଅଭିଯୋଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି । ଦାବି ପତ୍ର ପ୍ରଦାନ କରିଛନ୍ତି ବିଜେଡି ପ୍ରତିନିଧି ଦଳ । ବିଦୁବାବୁଙ୍କ ଜୟନ୍ତୀଙ୍କୁ ପଞ୍ଚାୟତିରାଜ ଦିବସ ଭାବେ ପୁନଃପ୍ରତିଷ୍ଠା କର । ଏହା ସାରା ଓଡିଶା ଜାତି ପ୍ରତି ଅପମାନ କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । କହିଛନ୍ତି ରାଜ୍ୟପାଳଙ୍କୁ ଅନୁରୋଧ କରିଛୁ ଏହା ଉପରେ ବିଚାର କରିବେ ।  ରାଜ୍ୟପାଳଙ୍କୁ ଭେଟିବା ପରେ  ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking