28.8 C
Bhubaneswar
Friday, June 19, 2026
Homeଓଡିଶାଥାନା ବାବୁ ଦୁର୍ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ

ଥାନା ବାବୁ ଦୁର୍ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଥାନାରେ ଖରାପ ବ୍ୟବହାର ଦେଖାଇପାରିବେନି ପୋଲିସ । ଏଭଳି କଲେ କଡା କାଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱର ନୟାପଲ୍ଲୀ ଥାନା ନୂତନ ଘର ଉଦଘାଟନ ଅବସରରେ ଏହା କହିଛନ୍ତି ମୋହନ ମାଝୀ । ଅତୀତରେ ବିଧାୟକ ଥିବା ବେଳେ କିପରି ଥାନାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେନେଇ ଦୁଇଟି ଘଟଣାବଳୀ ବାବଦରେ ସୂଚନା ଦେଇଛନ୍ତି । ଥାନାକୁ ଯାଉଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ପାଣି ଓ ଚା ଦିଆଯିବ । ସେପଟେ ଘର ଛାଡି ବାହାରକୁ ଯାଉଥିଲେ ପୋଲିସ ଲୋକଙ୍କ ଘର ଜଗିବ । ଏସବୁ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking