33.2 C
Bhubaneswar
Friday, June 19, 2026
Homeଓଡିଶା୨୦୨୬ରୁ ‘ଦଣ୍ଡ’ରେ ସାମାଜିକ ନାଟକ ବନ୍ଦ

୨୦୨୬ରୁ ‘ଦଣ୍ଡ’ରେ ସାମାଜିକ ନାଟକ ବନ୍ଦ

ଭୁବନେଶ୍ୱର : ୨୦୨୬ରୁ ‘ଦଣ୍ଡ’ରେ ସାମାଜିକ ନାଟକ ବନ୍ଦ ହେବ । ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘର ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି । ୨୦୨୬ରୁ ଦଣ୍ଡ ଉତ୍ସବରେ ଆଉ ମଞ୍ଚସ୍ଥ ହେବନି ସାମାଜିକ ନାଟକ । ସାଉଁଳାଇ ପୀଠରେ ଶପଥ ନେଲେ ଦଣ୍ଡ ନାଚ ସଭାପତି ଓ ଅଧିକାରୀ । ସାମାଜିକ ନାଟକ ନାଁରେ ଅଶ୍ଳୀଳତା ବନ୍ଦ କରିବାରୁ ସଂଘ ପ୍ରୟାସ କରିଛି । ପୁଣି ଦଣ୍ଡ ନାଚକୁ ଫେରିବ ଗଞ୍ଜାମର ଲୋକକଳା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking