ଭୁବନେଶ୍ୱର: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। ୭୬୬୪ ପଦବୀ ପୂରଣ ପାଇଁ OUSSSCକୁ ଚିଠି। ୪୨୧୯ ସିଭିଲ କନେଷ୍ଟବଳ ପଦବୀ , ୨୨୧୨ OISF କନେଷ୍ଟବଳ ପଦବୀ ପୂରଣ ପାଇଁ ଚିଠି ଲେଖାଯାଇଛି। ୩୦୦ କନେଷ୍ଟବଳ (ଯୋଗାଯୋଗ) ଓ ୯୩୩ SI ପଦବୀ ପୂରଣ ହେବ ।