23.1 C
Bhubaneswar
Tuesday, February 11, 2025
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରାରେ କିଏ ମାରିବ ବାଜି !

ତ୍ରିପୁରାରେ କିଏ ମାରିବ ବାଜି !

ନୂଆଦିଲ୍ଲୀ:୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ତ୍ରିପୁରା ସିଏମ୍ ମାଣିକ ସାହା ୮୩୨ଖଣ୍ଡ ଭୋଟରେ ଆଗରେ ଅଛନ୍ତି । ତ୍ରିପୁରା ୪ ରାଉଣ୍ଡ ଗଣନା ପରେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଆଗରେ ଥିବା ଜଣାପଡିଛି । ମାଣିକ ମୋଟରେ ଏ ପର୍ଯ୍ୟନ୍ତ ୧୨୮୪୩ ଖଣ୍ଡ ଭୋଟ ପ।।ଇଛନ୍ତି । କଂଗ୍ରେସ ନେତା ଆଶିଷ ସାହା ଏ ପର୍ଯ୍ୟନ୍ତ ୧୨,୦୧୧ ଖଣ୍ଡ ଭୋଟ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking