30.1 C
Bhubaneswar
Wednesday, April 24, 2024
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରାରେ କଡ଼ା ଟକ୍କର

ତ୍ରିପୁରାରେ କଡ଼ା ଟକ୍କର

ବ୍ୟୁରୋ:  ତ୍ରିପୁରାରେ କଡ଼ା ଟକ୍କର । ତ୍ରିପୁରାରେ ମେଣ୍ଟ ଓ ବାମ ମେଣ୍ଟ ମଧ୍ୟରେ କଡ଼ା ଟକ୍କର । ତ୍ରିପୁରାରେ ୬୦ରୁ ବିଜେପି ମେଣ୍ଟ ୨୭ ଆସନାରେ ଆଗୁଆ । ବାମ ମେଣ୍ଟ ୧୫ ଓ ଆଞ୍ଚଳିକ ଦଳ ଟିଏମ୍‌ପି ୧୩ ଆସନରେ ଆଗୁଆ । ୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍‌ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ୩ଟିଯାକ ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା, ତ୍ରିପୁରାର ଅଗରତାଲାରେ ଜନସାଧାରଣଙ୍କ ମନରେ ଆତ୍ମବିଶ୍ବାସ ଜାଗ୍ରତ କରାଇବା ଲାଗି ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ କରୁଛନ୍ତି। ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking