27.1 C
Bhubaneswar
Thursday, April 30, 2026
Homeଓଡିଶାକୋଟିଆ ଯିବେ ମନ୍ତ୍ରୀ: ସୁରେଶ ପୂଜାରୀ

କୋଟିଆ ଯିବେ ମନ୍ତ୍ରୀ: ସୁରେଶ ପୂଜାରୀ

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ଅନୁପ୍ରବେଶକାରୀଙ୍କୁ ଜଗିବାକୁ ପୋଲିସ ଆଉଟ୍‌ପୋଷ୍ଟ। ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ ଗଜପତି ଜିଲ୍ଲାର ନିର୍ଦ୍ଦିଷ୍ଟ ଗାଁକୁ ଅନୁପ୍ରବେଶକାରୀ ଆସିଥିଲେ। ଲୋକେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଜିଲ୍ଲାପାଳଙ୍କୁ ଯିବାକୁ କହିଛି। କୋରାପୁଟ୍‌ରେ ଆନ୍ଧ୍ର ପ୍ରଦେଶର ପ୍ରଭାବ କମିଛି, ତୀକ୍ଷଣ ନଜର ରଖାଯାଇଛି। ଗୁଡ଼ାଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ବିଭିନ୍ନ ମନ୍ତ୍ରୀ କୋଟିଆ ଯିବେ। ସୁଭଦ୍ରା ପାଇଁ ଉପମୁଖ୍ୟମନ୍ତ୍ରୀ, ରାସନ କାର୍ଡ ବାଣ୍ଟିବାକୁ ଯୋଗାଣ ମନ୍ତ୍ରୀ କୋଟିଆ ଯିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking