31.1 C
Bhubaneswar
Thursday, September 3, 2026
Homeଓଡିଶାଆସନ୍ତା ୫,୬ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆସନ୍ତା ୫,୬ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତା ୫ , ୬ ତାରିଖରେ ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । କଟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ୪୦୦ରୁ ଅଧିକ ପ୍ରତିନିଧି ଯୋଗେଦବେ । ତେବେ ବୈଠକରେ ଜାତୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ ଯୋଗଦେବେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ଦଳୀୟ ବିଧାୟକ ଉପସ୍ଥିତ ରହିବେ । ବୈଠକରେ ୩ ପ୍ରସ୍ତାବ ଆଗତ ହେବା ନେଇ ରାଜ୍ୟ ଉପସଭାପତି ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking