41.1 C
Bhubaneswar
Sunday, April 28, 2024
Homeଓଡିଶାଆଖୁରସ ପିଇଲେ କ’ଣ ହୁଏ ?

ଆଖୁରସ ପିଇଲେ କ’ଣ ହୁଏ ?

ଭୁବନେଶ୍ୱର : ଭାରତରେ ଆଖୁ ସବୁ ଯାଗାରେ ଉତ୍ପାଦିତ କରାଯାଏ ଓ ଏହାର ସ୍ୱାଦ ଆମ ସମସ୍ତଙ୍କୁ ପସନ୍ଦ । ଅଜିକାଲି ବଜାରରେ ମଧ୍ୟ ଏହାର ରସ ସହଜରେ ମିଳୁଛି । ଏହି ଆଖୁ ରସର ବିଶେଷତା ହେଉଛି ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଥାଏ ଓ ଅନ୍ୟାନ୍ୟ ଭିଟାମିନ ମଧ୍ୟ ରହିଥାଏ । ତେବେ ଆସନ୍ତୁ ଜାଣିବା ଆଖୁରସର ଉପକାରିତା ବିଷୟରେ –
୧- ଆଖୁରସରେ ଥିବା କ୍ୟାଲସିୟମ ଶରୀରର ହାଡ଼କୁ ଶକ୍ତ ରଖେ ।
୨- ସକାଳୁ ଏହି ଆଖୁ ରସ ପିଇବା ଦ୍ୱାରା ଜଣ୍ଡିସ ବା କାମଳ ରୋଗ ହୋଇନଥାଏ ।
୩- ଆଖୁରସରେ ଚୁନ ମିଶାଇ ପିଇଲେ  ନଂପୁସକତା ହୋଇନଥାଏ ।
୪- ଯଦି ଶରୀରରେ ଗଣ୍ଠି ବାତ ରୋଗ ଥାଏ । ନିୟମିତ ଆଖୁ ରସ ପିଇବା ଦ୍ୱାରା ଲାଭ ମିଳିଥାଏ ।
୫- ଖରା ଦିନରେ ଆଖୁ ରସ ପିଇଲେ ଲୁ ଲାଗି ନଥାଏ ।
୬- ମଧୁମେହ ରୋଗ ଥବା ବ୍ୟକ୍ତି ମାନଙ୍କ ପାଇଁ ଆଖୁ ରସ ୩୦ ମି.ଲିରେ ଲେମ୍ବୁ ଓ ଅଦା ରସ ମିଶାଇକି ମାସକୁ ଦୁଇ ଥର ପିଇଲେ ଏହା ଔଷଧ ଭଳି କାମ ଦେଇଥାଏ ।
୭- ଶାରୀରିକ ବ୍ୟାୟାମ ବେଳେ ଆଖୁ ରସ ପିିଇବା ଦ୍ୱାରା ଏହା ତୁରନ୍ତ ଏନର୍ଜି ପ୍ରଦାନ କରିଥାଏ ଓ ଗ୍ଲୁକୋଜର କାମ ଦେଇଥାଏ ।
୮- ଏହାର ସେବନ ଆମ ତ୍ୱଚାକୁ ସଫା ରଖିବା ସହ ଶରୀର ଇମ୍ୟୁନିଟିକୁ ବଢାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking