32.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟମହିଳା କଂଗ୍ରେସ ସଭାନେତ୍ରୀଙ୍କ ଅଗ୍ନି ବିପନ୍ନକୁ ସାହାଯ୍ୟ

ରାଜ୍ୟମହିଳା କଂଗ୍ରେସ ସଭାନେତ୍ରୀଙ୍କ ଅଗ୍ନି ବିପନ୍ନକୁ ସାହାଯ୍ୟ

ଯାଜପୁର :ଯାଜପୁର ଜିଲ୍ଲାର ଆଜି କୋରେଇ ବ୍ଲକ ଅନ୍ତର୍ଗତ ତାହାରପୁର ଗ୍ରାମ ପଞ୍ଚାୟତର ତେନ୍ତୁଲିଖୁଣ୍ଟା ଗ୍ରାମର ମଠସାହିର ବଳରାମ ଦାସ ଏବଂ କାଳନ୍ଦୀ ଦାସଙ୍କ ଘର ସଂପୂର୍ଣ୍ଣ ରୂପେ ଜଳିଯାଇଥିଲା । ଉକ୍ତ ଦୁଃଖଦ ଘଟଣା ଖବର ପାଇ ଆଜି ତାଙ୍କ ପରିବାର ନିକଟରେ ପହଞ୍ଚି କିଛି ଶୁଖିଲା ଖାଦ୍ୟ, ଶୀତବସ୍ତ୍ର ଏବଂ ନୂତନ ଲୁଗା ପ୍ରଦାନ କରିଥିଲେ ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା । ଏହା ସହ କ୍ଷତିଗ୍ରସ୍ତ ପରିବାରକୁ କିପରି ଭାବେ ସମସ୍ତ ପ୍ରକାର ସରକାରୀ ସହାୟତା ମିଳିପାରିବ ସେ ବ୍ୟାସନଗର ତହସିଲଦାରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking