39.1 C
Bhubaneswar
Friday, April 26, 2024
Homeଓଡିଶାଭିଜିଲାନ୍ସ ଜାଲରେ ବିଡିଓ

ଭିଜିଲାନ୍ସ ଜାଲରେ ବିଡିଓ

ବଲାଙ୍ଗୀର :ଭିଜିଲାନ୍ସ ଜାଲରେ ପଡିଲେ ଗୁଡଭେଲା ବିଡିଓ । ଗୁଡଭେଲା ବିଡିଓ ବିନୋଦ ନାଏକ ଭିଜିଲାନ୍ସ ଜାଲରେ ପଡିଲେ ।୧ ଲକ୍ଷ ୮୦ ହଜାର ଟଙ୍କା ଲାଂଚ ନେଲା ବେଳେ ଧରିଲା ଭିଜିଲାନ୍ସ । ଜଣେ ଠିକାଦାରଙ୍କ ଠାରୁ ଲାଂଚ ନେଲା ବେଳେ ଧରା ପଡିଲେ । ସରକାରୀ କ୍ୱାଟର୍ସ ମରାମତି ଠିକା ଦେବାକୁ ଲାଂଚ ନେଉଥିଲେ ।

ଦଶହରାରେ ଭିଜିବ ଓଡ଼ିଶା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking