38.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରଇସ୍ତଫା ଦେଲେ ବରିଷ୍ଠ ଆଇପିଏସ ବସନ୍ତ ରଥ

ଇସ୍ତଫା ଦେଲେ ବରିଷ୍ଠ ଆଇପିଏସ ବସନ୍ତ ରଥ

ଭୁବନେଶ୍ୱର: ଇସ୍ତଫା ଦେଲେ ବରିଷ୍ଠ ଆଇପିଏସ ବସନ୍ତ ରଥ। ଜମ୍ମୁ କଶ୍ମୀର କ୍ୟାଡରର ଓଡ଼ିଆ ଆଇପିଏସ ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହା ସହ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ବୋଲି ଜମ୍ମୁ କଶ୍ମୀର ମୁଖ୍ୟ ସଚିବଙ୍କୁ ଇସ୍ତଫା ପତ୍ରରେ ଜଣାଇଛନ୍ତି। ଜମ୍ମୁ କଶ୍ମୀରର ଟ୍ରାଫିକ ଆଇଜିପି ଥିବା ବେଳେ ବେଶ ଚର୍ଚ୍ଚାରେ ଥିଲେ ବସନ୍ତ ରଥ। ୨୦୦୦ ମସିହା ବ୍ୟାଚର ଆଇପିଏସ ଅଧିକାରୀ ବସନ୍ତ ରଥ। ଆଇପିଏସ୍ ବେସନ୍ତ ରଥ ଜାମ୍ମୁ କାଶ୍ମୀରରେ ପୋଲିସ୍‌ ମହାନିର୍ଦ୍ଦେଶକ ଭାବେ ଭାବରେ ମୁତୟନ ଥିଲେ । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସେ ଅଧ୍ୟୟନ ସମାପ୍ତ କରିଛନ୍ତି । । ବସନ୍ତ ରଥ ଜଣେ ୨୦୦୦ କ୍ୟାଡର ଆଇପିଏସ୍ ଅଧିକାରୀ ଏବଂ ତାଙ୍କର ପ୍ରଥମ ୨୦୦୨ରେ ପୁଞ୍ଚ ଜିଲ୍ଲାର ମାଣ୍ଡିରେ ତାଙ୍କର ପୋଷ୍ଟିଂ ହୋଇଥିଲା । ତେବେ ସୋସିଆଲ ମିଡିଆରେ ବହି ବାଣ୍ଟନ ପାଇଁ ବସନ୍ତ ରଥ ବେଶ ପ୍ରସିଦ୍ଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking