37.1 C
Bhubaneswar
Friday, May 17, 2024
Homeଓଡିଶାବଚନସୁଧା ହତ୍ୟା ମାମଲା: ଦୋଷୀକୁ ଆଜୀବନ

ବଚନସୁଧା ହତ୍ୟା ମାମଲା: ଦୋଷୀକୁ ଆଜୀବନ

ଭୁବନେଶ୍ୱର: ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି । ଦୋଷୀ ଦୀପ୍ତିରଂଜନ ପଟ୍ଟନାୟକଙ୍କୁ ଆଜିବନ କାରାଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ । ୨୦୧୩ ସେପ୍ଟେମ୍ବର ୧୧ରେ ବଚନସୁଧାଙ୍କୁ ହତ୍ୟା କରାଯାଇଥିଲା ।

ରସୁଲଗଡସ୍ଥିତ ଘରେ ବଚନସୁଧାଙ୍କୁ ଘରର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଦୀପ୍ତି ହତ୍ୟା କରିଥିଲା । କେବଳ ଟଙ୍କା, ସୁନା ଲୁଟ୍ ପାଇଁ ଛୁରୀ ଭୂଷି ସେ ହତ୍ୟା କରିଥିଲା । ବର୍ତମାନ ୧୮ ଜଣ ସାକ୍ଷୀ ଓ ପାରିପାଶ୍ୱିର୍କ ପ୍ରମାଣକୁ ଦେଖି ଏହି ଦଣ୍ଡବିଧାନ ହୋଇଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking