26.1 C
Bhubaneswar
Friday, March 29, 2024
Homeଓଡିଶାବାଳିକା ଦିବସ ଉପଲକ୍ଷେ ବାଲ୍ୟ ବିବାହକୁ ନେଇ ସଚେତନତା

ବାଳିକା ଦିବସ ଉପଲକ୍ଷେ ବାଲ୍ୟ ବିବାହକୁ ନେଇ ସଚେତନତା

ମାଲକାନଗିରି : ବାଳିକା ଦିବସ ଉପଲକ୍ଷେ ମାଲକାନଗିରି ସଦରମହକୁମା ସ୍ଥିତ ସ୍ଥାନୀୟା ମାଉଁଲୀମା ମନ୍ଦିର ନିକଟରେ i.c.d.s. ତରଫରୁ ପୌରପାରିଷଦର ସମସ୍ତ ୱାର୍ଡର ବାଳିକାମାନଙ୍କୁ ଏକତ୍ରିତ କିରି ଏକ ଶପଥ ସଭା ଓ ସଚେତନା ରେଲିର  ଆୟୋଜନ କରାଯାଇଥିଲା। ଏହି ସଭାରେ ୧୮ ବର୍ଷରୁ କମ ବୟସ  ହୋଇଥିବା ବାଳିକାମାନଙ୍କ ବିବାହ ନ କରିବା ତଥା କମ ବୟଷରେ ବିବାହ କରିବା ଦ୍ୱାରା କଣ ସବୁ ଅସୁବିଧାର  ସମ୍ମୁଖୀନ କରିବାକୁ ପଡେ  ଏ ବାବଦରେ ଅଙ୍ଗନବାଡ଼ି ଦିଦି ମାନେ ବାଳିକାମାନଙ୍କୁ ଟିକିନିଖି ବୁଝେଇବା ସହ ଆଗାମୀ ଦିନରେ ଏହି ବାବଦରେ ସଚେତନ ରହିବା ଲାଗି ବାଳିକାମାନଙ୍କୁ ଶପଥ ପାଠ ମଧ୍ୟ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking