30.1 C
Bhubaneswar
Wednesday, April 24, 2024
Homeକରୋନା ଓଡିଶାକଂଗ୍ରେସ ଯୁବ ସଂଗଠନ ତରଫରୁ ଏତଲା

କଂଗ୍ରେସ ଯୁବ ସଂଗଠନ ତରଫରୁ ଏତଲା

ଜୟପୁର:- ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଶୁକ୍ରବାର ଦିନ BJP ଯୁବମୋର୍ଚାରର କର୍ମୀମାନେ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହା କଂଗ୍ରେସ ପ୍ରେମୀମାନଙ୍କୁ ବ୍ୟଥିତ କରିଛି ଏବଂ ବିଧାୟକଙ୍କ ବିନାକାରଣରେ ମାନସମ୍ମାନ ହାନି ହୋଇଛି । ବିଭିନ୍ନ ଭିଡ଼ିଓ କ୍ଲିପ ଦେଖା ଯାଇଛି ଯେ, BJP ଯୁବ ମୋର୍ଚାର ସଦସ୍ୟମାନେ କୌଣସି ପ୍ରକାର Covid-19ରେ ନିୟମାବଳୀର ଅନୁସରଣ କରିନାହାନ୍ତି । ଏଣୁ କୋରାପୁଟ, ଜୟପୁର BJP ଯୁବ ମୋର୍ଚା ବିରୋଧରେ କଠର କାର୍ଯ୍ୟନୁଷ୍ଠାନ ନେବା ପାଇଁ ଜୟପୁର ଟାଉନ୍ ଥାନାରେ କଂଗ୍ରେସ ଯୁବ ସଂଗଠନ ତରଫରୁ ଏତଲା ଦିଆଯାଇଛି । ଏନେଇ ଆଜି ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା ଉପସଭାପତି ବିନୋଦ ମହାପାତ୍ର ଉକ୍ତ ଘଟଣାକୁ ନେଇ ହୃଦବେଗ ପ୍ରକାଶ କରିଥିଲେ ଏହି ଘଟଣାକୁ ସେ ନିନ୍ଦା କରିବା ସହ ଗଣତାନ୍ତ୍ରିକ ରାଷ୍ଟ୍ରରେ ଯଦି ବିରୋଧି ଦଳ ବିରୋଧ କରିବା ଭୁଲ ହେଲେ ବିରୋଧି ଦଳର କାର୍ଯ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking