33.1 C
Bhubaneswar
Friday, April 26, 2024
Homeଓଡିଶାଆସିକାରେ ୬ ଦିନ ସଟ ଡାଉନ

ଆସିକାରେ ୬ ଦିନ ସଟ ଡାଉନ

ଭୁବନେଶ୍ୱର: କରୋନା ଭୟାବହତାକୁ ଦୃଷ୍ଟିରେ ଆସିକାରେ ୬ ଦିନ ସଟ ଡାଉନ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସିକାରେ ୬ ଦିନ ରହିବ ସଟ ଡାଉନ । ଆସିକା ଏନଏସିକୁ ଆସନ୍ତା କାଲିଠାରୁ ୯ ତାରିଖ ଯାଏଁ ସଟ ଡାଉନ ଘୋଷଣା କରାଯାଇଛି । ଅନ୍ୟପଟେ କିଛି ଜିଲ୍ଲାକୁ ବି ପ୍ରତି ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରାଯାଇଛି । ରାଜ୍ୟରେ ଏବେ କରୋନା ମହାମାରୀ ଚିନ୍ତା ବଢାଉଥିବା ବେଳେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ ଅନେକ ଜିଲ୍ଲାରେ ଏବେ ଶନି ଓ ରବିବାର ସଟ ଡାଉନ ଘୋଷଣା କରିବାକୁ ଘୋଷଣା କରାଯାଇଛି । ପୂର୍ବରୁ କେନ୍ଦୁଝର, ବଲାଙ୍ଗୀର, ରାୟଗଡା, ଜଗତସିଂହପୁର, କୋରାପୁଟ ପ୍ରଭୃତି ଜିଲ୍ଲା ଶନି ଓ ରବିବାର ସଟ ଡାଉନ ଘୋଷଣା ହୋଇଥିବା ବେଳେ ଏବେ ଏହି ଜିଲ୍ଲା ସହିତ ଅନୁଗୁଳ ସାମିଲ ହୋଇଛି । ଅନୁଗୁଳରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking