37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶକେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ସାସଂଦ ଅପରାଜିତା ଷଡଙ୍ଗୀ । ଇପିଏଫ ପେନସନ ଭୋଗୀ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସଂପର୍କରେ ସେ ଆଲୋଚନା କରିଛନ୍ତି । ୨୦୦୬ ଜାନୁୟାରୀ ୧ ପରେ ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ପ୍ରସଙ୍ଗ ଅପରାଜିତା କହିଛନ୍ତି । ଅବସର ପରେ ଏସବିଆଇ, ପିଏସବିଏସ ପୁନଃ ନିଯୁକ୍ତ କର୍ମଚାରୀଙ୍କ ସମସ୍ୟା ଜଣାଇଲେ । ଏନେଇ ସୀତରମଣ ପ୍ରତିଶ୍ରୃତି ଦେଇଥିବା ଅପରାଜିତା ଟ୍ୱିଟ କରି ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking