32.1 C
Bhubaneswar
Sunday, May 19, 2024
Homeଓଡିଶାଓପିସିସିର ନୂଆ ପଦାଧିକାରୀଙ୍କ ନାଁ ଘୋଷଣା

ଓପିସିସିର ନୂଆ ପଦାଧିକାରୀଙ୍କ ନାଁ ଘୋଷଣା

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ପଦାଧିକାରୀଙ୍କ ନାଁ ଘୋଷଣା । ଓପିସିସିର ନୂଆ ପଦାଧିକାରୀ ତାଲିକାକୁ ଏଆଇସିସିର ମଞ୍ଜୁର । ନୂଆ ତାଲିକାରେ ଅଛନ୍ତି ୫ଜଣ ବରିଷ୍ଠ ଉପସଭାପତି….
ବରିଷ୍ଠ ଉପସଭାପତି ହେଲେ….
୧) ଗଣେଶ୍ୱର ବେହେରା
୨)ତାରାପ୍ରସାଦ ବାହିନୀପତି
୩)ଦେବାଶିଷ ପଟ୍ଟନାୟକ
୪)ଶିବାନନ୍ଦ ରାୟ
୫) ସରସ୍ୱତୀ ହେମ୍ବ୍ରମ
ନୂଆ ତାଲିକାରେ ଅଛନ୍ତି ୧୨ ଜଣ ଉପସଭାପତି….
୧) ମମତା ମାଢ଼ି
୨)କିଶୋର ଜେନା
୩)ପ୍ରତିମା ମଲ୍ଲିକ
୪)ଶୁଭେନ୍ଦୁ ମହାନ୍ତି
୫)ଜାନକୀ ବଲ୍ଲଭ ପଟ୍ଟନାୟକ
୬)ବିଶ୍ୱଭୁଷଣ ଦାଶ
୭)ରଜତ ଚୌଧୁରୀ
୮)ନକୁଳ ନାୟକ
୯)ସି.ଏସ୍ ରାଜନ ଏକ୍କା
୧୦)ବିଭୁତି ମିଶ୍ର
୧୧)ରାଜେନ୍ଦ୍ର ଛତ୍ରିଆ
୧୨)ଅଧିରାଜ ମୋହନ ପାଣିଗ୍ରାହୀ
ସନ୍ତୋଷ ସିଂ ସାଲୁଜାଙ୍କୁ ଓପିସିସିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହି ତାଲିକାରେ ୩୯ ଜଣ ସାଧାରଣ ସଂପାଦକ, ୬୧ଜଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । କାର୍ଯ୍ୟକାରୀ କମିଟିରେ ମହମ୍ମଦ ମୋକିମଙ୍କ ସହ ୬୭ ଅଛନ୍ତି ଏବଂ ମିଡିଆ କମିଟିରେ ଅଛନ୍ତି ୨୭ଜଣ ସଦସ୍ୟ ।

କୋଷାଧ୍ୟକ୍ଷ( ସନ୍ତୋଷ ସିଂ ସାଲୁଜା)
ସାଧାରଣ ସଚିବମାନେ….
୧.ରବୀନ୍ଦ୍ର କୁମାର ମଲ୍ଲିକ
୨. ଡ. ଲାଲାଟେନ୍ଦୁ ମହାପାତ୍ର୍ରା
୩. ଘାସିରାମ ମାଜି
୪. ନିମେଇ ସରକାର
୫. ବିରେନ୍ ସେନାପତି
୬. ସମରେନ୍ଦ୍ର ମିଶ୍ର
୭. ମୀନାଖୀ ବାହିନୀପତି
୮. ଆଶୋକ ମିଶ୍ର
୯. ମଧୁସମିତା ସେଠୀ
୧୦. ଚିନ୍ମୟ ସୁନ୍ଦର ଦାସ
୧୧. ବିଦୁ ଭୂଷଣ ତ୍ରିପାଠୀ ।
୧୨. ହର୍‌ଦୀପ୍ ସିଂହ
୧୩. ପୃଥ୍ୱୀବ ବଲ୍ଲଭ ପଟ୍ଟନାୟକ
୧୪. ଜ୍ଞାନ ପଟ୍ଟନାକୟ
୧୫. ଶ୍ରୀନିବାଶ ରାଉତରାୟ
୧୬. ମାନସ ଆଚାର୍ଯ୍ୟ
୧୭. ରଶ୍ମୀ ମହାପାତ୍ର
୧୮. ପଦ୍ମକର ଗୁରୁ
୧୯. ପ୍ରକାଶ ମିଶ୍ର
୨୦. ତରୁଣ ମାଝୀ
୨୧. ଦୁର୍ଗା ପ୍ରସାଦ ପଣ୍ଡା
୨୨. ପ୍ରମୋଦ କୁମାର ଜେନା
୨୩. ମନୋଜ ବିଶ୍ୱାଳ
୨୪. ସଶିକାନ୍ତ ଲେଙ୍କା
୨୫. ମନୋଜ ମଞ୍ଜରୀ ଦେବୀ
୨୬. ମନୋଜ କୁମାର ଜେନା
୨୭. ରବୀନ୍ଦ୍ର ମହାପାତ୍ର
୨୮. ନିପନ୍ ଦାସ
୨୯. ରୂପଦିତ୍ୟ ମହାପାତ୍ର
୩୦. ମହମ୍ମଦ ଇମଦାଦ
୩୧. ନାରାୟଣ ଜେନା
୩୨. ଦୁଲାଲ ପ୍ରଧାନ
୩୩. ଅର୍ଚ୍ଚନା ନନ୍ଦୀ
୩୪. ତରୁଣ କାନ୍ତି ମିଶ୍ର
୩୫. ସୁବ୍ରତ ମହାପାତ୍ର
୩୬. ପ୍ରବୋଧ ଦାସ
୩୭. ନିର୍ମଳା ନାୟକ
୩୮. ଅମିତ୍ ବିଶ୍ୱାଳ
୩୯.ମଞ୍ଜୁଶ୍ରୀ କଳ୍ପନା ରାଉତରାୟ

ସଚିବମାନେ….
୧. ପ୍ରିୟଜିତ୍ ରାୟ
୨. ଏଡିଭି.ସତ୍ୟାନ୍ ମିଶ୍ର
୩. ଅଭିଳାସ ମଇନା
୪. ସଂଗ୍ରାମ କେଶରୀ ଦାସ
୫. ସିମାନଚାଲା ଗିରି ଉଲ୍ଲକା
୬. ନିରୁପମା ଦାସ
୭. ନରୋତମ୍ ନାୟକ
୮. ଶ୍ରୀୟା ମହାନ୍ତି
୯. ରେଖା ପ୍ରଧାନ
୧୦. ଅଜିତ ଜେନା
୧୧. ସଙ୍କୁନା କହଁର
୧୨. ମଧୁସ୍ମିତା ପରିଡ଼ା
୧୩. ନିଲକମଲ ସେଠୀ
୧୪. ପ୍ରଦିପ୍ତ କୁମାର ମହାପାତ୍ର
୧୫. ପି ମାଧବୀ
୧୬. ବିଲାସିନି ନାୟକ
୧୭. ବିଶ୍ୱ କଲ୍ୟାଣ କର
୧୮. ମୋତିଲାଲ୍ ଦାସ
୧୯. କ୍ୟାପଟେନ ରାଜନାରାୟଣ ମହାପାତ୍ର
୨୦. ଅଜୟ ସାହୋ
୨୧. ଗୀତାଞ୍ଜଳି ଭୁୟାଁ
୨୨. ଜୟଶ୍ରୀ ପାତ୍ର
୨୩. ଦେଓ ପ୍ରସାଦ
୨୪. ରଶ୍ମୀ ରଞ୍ଜନ ପଟ୍ଟନାୟକ
୨୫. ଅମ୍ରୁତିଆ ମହାନନ୍ଦିଆ
୨୬. ସୁଶାନ୍ତ ବେହେରା
୨୭. ସାବିତ୍ରୀ କିଶନ
୨୮. ବିଶ୍ୱନାଥ ଦାସ
୨୯. ସତ୍ୟସମିତ ମହାନ୍ତି
୩୦. କୈଳାଶ ସାହୁ
୩୧. ସତ୍ୟନାରାୟଣ ଭୋଇ
୩୨. ତୁଲେଶ୍ୱର ନାୟକ
୩୩. ଲାବା କୁମାର ସାହୁ
୩୪. ଦମୟନ୍ତୀ ତାଣ୍ଡି
୩୫. ପ୍ରଭାତ ପ୍ରତାପ ସିଂ
୩୬. ଶିଳ୍ପୀ ଶ୍ରୀ ହରିଚନ୍ଦନ
୩୭. ଡମ୍ବରୁ ଛତ୍ରିଆ ।
୩୮. ଜୟକୃଷ୍ଣ ମଲ୍ଲିଆ
୩୯. ବ୍ଲୁକି ସେଠ୍‌
୪୦. ପୁଷ୍ପିତା ଦାସ
୪୧. ରଣଜିତା ନାଗ
୪୨. ଦୀପକ କୁମାର ସାହୁ
୪୩. ସୂର୍ଯ୍ୟମଣି ବାଗ୍
୪୪. ସୁବାଷ ମଲ୍ଲିକ
୪୫. ହରାବତବତୀ ଗଣ୍ଡ
୪୬. ରଞ୍ଜିତା ହେମ୍ବ୍ରମ
୪୭. ପ୍ରଫୁଲ୍ଲ ଭଦ୍ରା
୪୮. ତାମଲ ନାୟକ
୪୯. ଶିଶିର କୁମାର ପରିଡ଼ା
୫୦. ଦିଲୀପ କିଷାନ୍
୫୧. ଟିକିନା ବେହେରା
୫୨. ଲିଙ୍ଗରାଜ ସାହୁ
୫୩. ଦିଗମ୍ବର ଦୁରିଆ
୫୪. ସଂଯୁକ୍ତା ମହାପାତ୍ର
୫୫. ଅମିତ ଗୁରୁ
୫୬. ମିତ୍ରଭାନୁ ମହାପାତ୍ର
୫୭. ଜୟଦେବ ନାୟକ
୫୮. ସୁକାନ୍ତ ଦିଗଲ୍‌
୫୯. କୁଷୁମ ପ୍ରଧାନ
୬୦. ଚୈତନ୍ୟ ହସଁଦା
୬୧. ଏମ୍‌ଡି ଆକବର୍ ଖାନ୍‌

କାର୍ଯ୍ୟକାରୀ କମିଟି
୧. ସରତ ପଟ୍ଟନାୟକ
୨. ନରସିଂହ ମିଶ୍ର
୩. କାହ୍ନୁ ଚରଣ ଲେଙ୍କା
୪. କେ,ପି ସିଂହଦେଓ
୫. ରାମ ଚନ୍ଦ୍ର ରଥ
୬. ନିରଞ୍ଜନ ପଟ୍ଟନାୟକ
୭. ଜୟଦେବ ଜେନା
୮. ପ୍ରସାଦ ହରିଚନ୍ଦନ
୯. ଭକ୍ତ ଚରଣ ଦାସ
୧୦. ରାମଚନ୍ଦ୍ର ଖୁଣ୍ଟିଆ
୧୧. ସପ୍ତଗୀରୀ ଉଲ୍ଲାକା
୧୨. ଶରତ ରାଉତ
୧୩. ସୁଶିଲା ତିରିଆ
୧୪. ସୁରେଶ କୁମାର ରାଉତରାୟ
୧୫. ରମେଶ ଜେନା
୧୬. ମହମ୍ବାଦ ମୋକ୍କିମ
୧୭. ଦାଶରଥୀ ଗାମଙ୍ଗୋ
୧୮. କିଶୋର ପଟେଲ
୧୯. ଜଗନ୍ନାଥ ପଟ୍ଟନାୟକ
୨୦. ଅମରନାଥ ପ୍ରଧାନ
୨୧. ଅନନ୍ତ ପ୍ରସାଦ ସେଠୀ
୨୨. ଚିରଞ୍ଜିବ ବିଶ୍ୱାଳ
୨୩. ବିଜୟା ପଟ୍ଟନାୟକ
୨୪. ରାମକାନ୍ତ ମିଶ୍ର
୨୫. ସୁରେନ୍ଦ୍ର ସିଂ ଭୋଇ
୨୬. ବିଶ୍ୱରଂଜନ ମହାନ୍ତି
୨୭. ରାହସ ବିହାରୀ ବେହେରା
୨୮. ପ୍ରକାଶ ଚନ୍ଦ୍ର ଦେବତା
୨୯. ସିବାନନ୍ଦ ରାୟ
୩୦. ସମୀର ରାଉତରାୟ
୩୧. ପଞ୍ଚାନନ୍ କାନୁନଗୋ
୩୨. ବିଜୟାଲକ୍ଷ୍ମୀ ସାହୁ
୩୩. ଗଣେଶ୍ୱରା ବେହେରା
୩୪. ଭୁଜବଳ ମାଝୀ
୩୫. ଧରଣୀଧର ନାୟକ
୩୬. ନବଜ୍ୟୋତି ପଟ୍ଟନାୟକ
୩୭. ସୁରେଶ କୁମାର ମହାପାତ୍ର
୩୮. ମାନସ ଚୌଧୁରୀ
୩୯. ସସ୍ମିତା ବେହେରା
୪୦. ସୁଧାରିତ ମହାନ୍ତି
୪୧. ବେନୁଧର ପାତ୍ର
୪୨. ଜ୍ୟୋତି ପ୍ରକାଶ ରଥ
୪୩. କୁମାର ଚିରଞ୍ଜୀବ
୪୪. ରତ୍ନମଣୀ ଉଲ୍ଲାକା
୪୫. ଲିଙ୍ଗରାଜ ଚୌଧୁରୀ
୪୬. ତୁଷାର ରଂଜନ ପଣ୍ଡା
୪୭. ଜୁଆଲ ହେକ୍ୟୁ
୪୮. ରାଜ କିଶୋର ଷଡ଼ଙ୍ଗୀ
୪୯. ହିମାଂଶୁ ଦାସ
୫୦. ଶ୍ରୀ ସନତ ଦାସ
୫୧. ଅମ୍ବିକା ଭଟ୍ଟିଆ
୫୨. ନାକୁଳ ନାୟକ
୫୩. ରଘୁନାଥ ପାତ୍ର
୫୪. ହେମନ୍ତ ଦାସ
୫୫. ସିକତା ପତି
୫୬. ମୀନାଲି କୁମାର ସିଂ ଦେଓ
୫୭. ଜୟଦେବ ନାୟକ
୫୮. ରାଜୁ ସାହୁ
୫୯. ବିସ୍ମୟ ମହାପାତ୍ର
୬୦. ଲଲାଟେନ୍ଦୁ ଦାଶ
୬୧. ମଧୁସ୍ମିତା ଆଚାର୍ଯ୍ୟ
୬୨. ସମସ୍ତ ଏଆଇଆଇସିସି ସଚିବ / ଇନ୍‌-ଚାର୍ଜ (ଓଡିଶା)
୬୩. ସମସ୍ତ ଉପ-ସଭାପତି ଏବଂ ସାଧାରଣ ସଚିବ
୬୪. ସଭାପତିି, ପ୍ରଦେଶ ମହିଲା କଂଗ୍ରେସ
୬୫. ରାଜ୍ୟ ସେବା ଦଳ ମୁଖ୍ୟ
୬୬. ସଭାପତି ପ୍ରଦେଶ ଯୁବ କଂଗ୍ରେସ
୬୭. ସଭାପତିି, ରାଜ୍ୟ ଏନ୍‌ଏସ୍‌ୟୁଆଇ

ମିଡିଆ ବିଭାଗ….
୧. ଗଣେଶ ବେହେରା – ଅଧ୍ୟକ୍ଷ
୨. ଦୀପକ କୁମାର ମହାପାତ୍ର
୩. ପଞ୍ଚାନନ କାନୁନଗୋ
୪. ଧରଣୀଧର ନାୟକ
୫. ଆଯ୍ରଞ କୁମାର ଜ୍ଞାନେନ୍ଦ୍ର
୬. ଦେବାଶିଷ ପଟ୍ଟନାୟକ
୭. ବିଭୂତି ଭୂଷଣ ମିଶ୍ର
୮. ମନୋରଂଜନ ଦାଶ
୯. ସୁଦର୍ଶନ ଦାସ
୧୦. ପଦ୍ମକର ଗୁରୁ
୧୧. ଅମୀୟ ପାଣ୍ଡବ
୧୨. ରଞ୍ଜନ କୁମାର ମହାନ୍ତି
୧୩. ପ୍ରଶାନ୍ତ ଶତପଥୀ
୧୪. ଜ୍ଞାନଦେବ ବେହୁରା
୧୫. ରଶ୍ମୀ ମହାପାତ୍ର
୧୬. ଅପର୍ନା ଧୀର ସିଂହ
୧୭. ରବୀନ୍ଦ୍ର ପଣ୍ଡା
୧୮. ନାରାୟଣ ଜେନା
୧୯. ରବୀନ୍ଦ୍ର ପ୍ରସାଦ ଆଚାର୍ଯ୍ୟ
୨୦. ଅପର୍ନା ଧୀର ସିଂହ
୨୧. ନିଶିକାନ୍ତ ମିଶ୍ର
୨୨. କୃଷ୍ଣ ଚନ୍ଦ୍ର ପତି
୨୩. ଅମିତ ମହାନ୍ତି
୨୪. ମନୀଷ ମହାନ୍ତି
୨୫. ମମତା କୁଣ୍ଡୁ
୨୬. ପିତବାସ ପଣ୍ଡା
୨୭. ଷ୍ଟାଲିନ୍ ମିଶ୍ର

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking