27.1 C
Bhubaneswar
Monday, March 17, 2025
Homeଓଡିଶାଅଙ୍ଗନବାଡି ଆସି ବୁଡିଗଲେ

ଅଙ୍ଗନବାଡି ଆସି ବୁଡିଗଲେ

ଆନନ୍ଦପୁର: ଅଙ୍ଗନବାଡ଼ି ଆସି ଚାଲିଗଲା ନୀରିହ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର -ମହୁଲଡିହା ଥାନା ଖେଡ଼ିଆପଶି ଗାଁରେ । ଦୁଇ ଜଣ କୁନି ଶିଶୁ ଅଜି ସକାଳୁ ଘରୁ ବାହାରି ଅଙ୍ଗନବାଡ଼ି କେନ୍ଦ୍ର ଆସିଥିବା ବେଳେ, ପୋଖରୀରେ ବୁଡ଼ିଯାଇଥିଲେ । ସେଠାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀକୁ କୁନି ପିଲାମାନେ ଆସିଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ସେମାନଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ପୋଖରୀରେ ବୁଡ଼ି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking