25.1 C
Bhubaneswar
Tuesday, April 29, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଅନୁମତିକୁ ଅପେକ୍ଷା : ଦୀପାଳି

ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଅନୁମତିକୁ ଅପେକ୍ଷା : ଦୀପାଳି

ଝାରସୁଗୁଡା : ନବ ଦାସ ହତ୍ୟା ତଦନ୍ତ ନେଇ  ଝିଅ ଦୀପାଳୀ ଦାସ ପ୍ରତିକ୍ରିୟା ରଖିଛନ୍ତି । କରହିଛନ୍ତି ,ହତ୍ୟାର ସିବିଆଇ ତଦନ୍ତ ଦାବି ସମ୍ପର୍କରେ ମଧ୍ୟ ମତ ରଖିଲେ । ମୋ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଛୁ । ସିବିଆଇ ତଦନ୍ତ ନେଇ ଲେଟର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଚାହୁଁଛୁ । ତାଙ୍କ ଦଳର ଲୋକଙ୍କ ଜରିଆରେ ଆପ୍ରୋଚ ପାଇଁ ବହୁ ଚେଷ୍ଟା କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking