35.1 C
Bhubaneswar
Wednesday, April 23, 2025
Homeଓଡିଶାବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷାଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ର ଭୋଟ ପାଇଁ ବିଜ୍ଞପ୍ତି...

ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷାଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ର ଭୋଟ ପାଇଁ ବିଜ୍ଞପ୍ତି ଜାରି

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସ ନଗର ପୌର ପରିଷଦ ର ଅଧ୍ୟକ୍ଷା ଙ୍କ ବିରୋଧ ରେ ପl ରିଷଦ ମାନଂକ ପକ୍ଷ ରୁ ଅନାସ୍ଥା ପ୍ରସ୍ତାବଆଗତ ଯାଜପୁର ଜିଲ୍ଲା ପାଳ ଙ୍କୁ ପଦlନ କରl ଯାଇ ଥିଲା l ଜିଲ୍ଲା ପାଳ ପୌର ଆଇନ ଅନୁସାରେ ଅନାସ୍ଥା ପ୍ରସ୍ତାବ ର ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଆସନ୍ତା ମାସ ଅପ୍ରେଲ 2ତାରିଖ 11ଟା ସମୟ ରେ ପୌର ପରିଷଦ ସଭା ଗୃହ ରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ l ଅନାସ୍ଥା ପ୍ରସ୍ତାବ ସଂପର୍କ ରେ ଆଲୋଚନା ହୋଇ ଅନାସ୍ଥା ପ୍ରସ୍ତାବ ଭୋଟ ହେବ l ଉକ୍ତ ଦିନ ଅଧ୍ୟକ୍ଷା ଉପ ନଗର ପାଳ ସମେତ 25 ଜଣ କାଉନସିଲ ବୈଠକ ରେ ଉପସ୍ଥିତ ରହିବାକୁ ଜିଲ୍ଳା ପାଳ ପି ଅନ୍ନେଷl ରେଡି ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି l ଯେଉଁ ପାରିଷଦ ବୈଠକ ରେ ଉପସ୍ଥିତ ନ ରହିବେ ସେମାନଙ୍କ ନlମରେ ପୌର ଆଇନ ଅନୁଯାଇ କାର୍ଯ୍ୟlନୁଷ୍ଟlନ ଗ୍ରହଣ କରା ଯିବ ବୋଲି ଚିଠି ରେ ଉଲ୍ଲେଖ ରହିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking