33.1 C
Bhubaneswar
Monday, October 5, 2026
Homeଓଡିଶାଇସ୍କନ ସେଣ୍ଟରରେ କୁନି ପିଲାଙ୍କୁ କାମରେ ଲଗାଇବା ଅଭିଯୋଗ

ଇସ୍କନ ସେଣ୍ଟରରେ କୁନି ପିଲାଙ୍କୁ କାମରେ ଲଗାଇବା ଅଭିଯୋଗ

ଢେଙ୍କାନାଳ: ଇସ୍କନ ସେଣ୍ଟରରେ ଶ୍ରମ ଓ ଚାଇଲ୍ଡ ହେଲ୍ପ ଲାଇନ ଚଢାଉ ହୋଇଛି । କୁନି ପିଲାଙ୍କୁ ଶିକ୍ଷା ଆଳରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଭିଯୋଗ ହୋଇଛି । ବାସନ ମଜା, ଲୁଗା ସଫା, ଘର ଝାଡୁ ଭଳି କାମ କରୁଛନ୍ତି କୁନି ପିଲା । ସାମ୍ବାଦିକଙ୍କୁ ଇସ୍କନ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର କୁନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଢେଙ୍କାନାଳ ଇସ୍କନ ସେଣ୍ଟରରେ ଚାଇଲ୍ଡ ହେଲ୍ପ ଲାଇନ ଓ ଶ୍ରମ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଚିଲଡ୍ରେନ କ୍ଲାସ ନାମରେ ଛୋଟ ପିଲାଙ୍କୁ ବିଭିନ୍ନ କାମ କରାଉଥିବା ଅଭିଯୋଗ ହୋଇଥିଲ।। ମନ୍ଦିରର ବାସନ ମଜାଇବା ଲୁଗା ଧୋଇବା , ଘର ଓଳଆଇବା ଆଦି କାମ କରାଯାଉଥିଲା ବୋଲି ଅଭିଯୋଗ ଆସିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking