31.1 C
Bhubaneswar
Saturday, August 8, 2026
Homeଓଡିଶାସବୁ ନଜୀର ଜଳ ବିପଦ ସଂକେତ ତଳେ: ମନ୍ତ୍ରୀ

ସବୁ ନଜୀର ଜଳ ବିପଦ ସଂକେତ ତଳେ: ମନ୍ତ୍ରୀ

ଭୁବନେଶ୍ୱର: ସମସ୍ତ ନଦୀରେ ଜଳ ପତନ ବିପଦ ସଂକେତ ଠାରୁ ତଳେ ରହିଛି ।ଏନେଇ ସୂଚନା ଦେଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କେବଳ ଜଳକା, ଋଷିକୂଲ୍ୟା ଏବଂ ବଂଶଧାରାରେ ଜଳପତନ ବଢିଛି । ଓଡ୍ରାଫ , ଏନଡିଆରଏଫ, ଅଗ୍ନିଶମ ପ୍ରସ୍ତୁତ ଅଛନ୍ତି କହିଲେ ମନ୍ତ୍ରୀ । ଗ୍ରାଉଣ୍ଡରେ ବିଭାଗୀୟ କର୍ମଚାରୀ କ୍ଷୟକ୍ଷତି ବଣ୍ଟନ କାମରେ ନିୟୋଜିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking