27.5 C
Bhubaneswar
Monday, July 22, 2024
Homeଓଡିଶାବିଦ୍ୟୁତ ତାର ଲାଗି ଯୁବକ ମୃତ

ବିଦ୍ୟୁତ ତାର ଲାଗି ଯୁବକ ମୃତ

ଗଜପତି : ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ଯୁବକ ମୃତ । ଗଜପତି ଜିଲ୍ଲା ମୋହନା କଲେଜ ଛକରେ ଘଟିଛି ଏଭଳି ଅଘଟଣ । ମୃତ ଯୁବକ ହେଉଛନ୍ତି ଖାରୀଗୁଡା ଗାଁର ମୁନା ନାୟକ । ମୃତ ଯୁବକଙ୍କର ୨ଟି ଛୋଟ ଛୁଆ ଅଛନ୍ତି । ପରିବାର ଚଳାଇବା ପାଇଁ ଶ୍ରମିକ ଭାବେ କାମ କରୁଥିଲେ ମୁନା । ତେବେ ସେ ଜଣଙ୍କ ଘରେ ରଙ୍ଗଲିପା କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶ ଆସି ଯୁବକଙ୍କ ଜୀବନ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking