27.5 C
Bhubaneswar
Monday, July 22, 2024
Homeଓଡିଶାରାଜ୍ୟରେ ସ୍ୱାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ରାଜ୍ୟରେ ସ୍ୱାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମେ ଡିପଥେରିଆ ଓ ପରେ ପରେ ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ୍ ରୋଗ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଗୋଟେ ପରେ ଗୋଟେ ଜିଲ୍ଲାକୁ ସଂକ୍ରମଣ ରୋଗ କାୟା ବିସ୍ତାର କରିବାରେ ଲାଗିଛି । ସଂକ୍ରମଣ ରୋଗ ବ୍ୟାପୁଥିବା ଜିଲ୍ଲା ଅନୁଗୁଳ, ରାୟଗଡା , କୋରାପୁଟ ଓ ସମ୍ବଲପୁରର ଜିଲ୍ଲାପାଳଙ୍କ ସହ ବୈଠକ କରି କିପରି ଏ ସ୍ଥିତିରେ ସୁଧାର ଆସିବ ସେ ନେଇ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ମଧ୍ୟ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ବୋଲି ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲ ଗସ୍ତ କରି ଚିକିତ୍ସା ବ୍ୟବସ୍ଥାର କଲେ ଅନୁଧ୍ୟାନ । ଅନୁଗୁଳ, ରାୟଗଡା ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking