31.1 C
Bhubaneswar
Wednesday, August 26, 2026
Homeଓଡିଶାବୋମା ଖାଇ ଷଣ୍ଢ ମୃତ !

ବୋମା ଖାଇ ଷଣ୍ଢ ମୃତ !

ବାଙ୍କୀ: କଟକଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁ ନିକଟ ଜଙ୍ଗଲରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିନା ବୋମା ଖାଇ ଗୋଟିଏ ଷଣ୍ଢ ଗୁରୁତର ଆହତ ହୋଇଥିଲା। ବାଙ୍କୀ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଟିମ ପହଁଚି ଷଣ୍ଢଟିର ଚିକିତ୍ସା ଜାରି ରଖିଥିବା ବେଳେ ତାର ମୃତ୍ୟୁ ଘଟିଛି।ତେବେ ବୋମା କିଏ ରଖିଥିଲା, ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking