27.1 C
Bhubaneswar
Friday, November 27, 2026
Homeଓଡିଶାଟ୍ୟୁସନ୍ ଯାଇ ନିଖୋଜ ଛାତ୍ର : କାଲିଠୁ ମିଳୁନି ପତ୍ତା

ଟ୍ୟୁସନ୍ ଯାଇ ନିଖୋଜ ଛାତ୍ର : କାଲିଠୁ ମିଳୁନି ପତ୍ତା

ଭୁବନେଶ୍ୱର: ଟ୍ୟୁସନ୍ ଯାଇ ଘରକୁ ଆଉ ଫେରିଲେନି ନାବାଳକ। ହଠାତ୍ କୁଆଡ଼େ ଗାଏବ ହୋଇଗଲେ ୧୩ ବର୍ଷୀୟ ପ୍ରୀତମ ସାମନ୍ତରାୟ? ଅପହରଣ ନା ଆଉ କିଛି? ନିଖୋଜକୁ ନେଇ ବଢ଼ୁଛି ରହସ୍ୟ। ଭୁବନେଶ୍ୱର ଶିରିପୁର ଅଞ୍ଚଳର ପ୍ରୀତମ ଗତକାଲି ଟ୍ୟୁସନ୍ ଯାଇ ଆଉ ଘରକୁ ଫେରିନାହାନ୍ତି । ଫାୟାର ଷ୍ଟେସନ୍‌ର CCTVରେ ଶେଷ ଥର ପାଇଁ ନଜର ଆସିଥିଲେ। ଏହାପରେ କୁଆଡ଼େ ଗଲେ, କାହା ସହ ଗଲେ, ତାହା ଏବେ ବି ଅସ୍ପଷ୍ଟ। ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ୍ ର  ତନାଘନା ଆରମ୍ଭ। CCTV ଫୁଟେଜ୍ ଆଧାରରେ ପ୍ରୀତମଙ୍କୁ ଖୋଜୁଛି ପୁଲିସ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking