26.1 C
Bhubaneswar
Friday, November 27, 2026
Homeଓଡିଶାବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଯୁବତୀ ଉଦ୍ଧାର

ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଯୁବତୀ ଉଦ୍ଧାର

ଭୁବନେଶ୍ୱର : ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଯୁବତୀ ଉଦ୍ଧାର। ବେଙ୍ଗାଲୁରୁ ଚାଲାଣ ଉଦ୍ୟମ ପଣ୍ଡ। ରାତି ଅଧରେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ବୁଲୁଥିବା ବେଳେ ସନ୍ଦେହ କରିଥିଲେ ସୁରକ୍ଷା କର୍ମୀ। ସୂଚନା ପାଇ ରୁଚିକା ସମାଜ ମଙ୍ଗଳ ସଂଗଠନ ୨ ଯୁବତୀଙ୍କୁ ଉଦ୍ଧାର କରିଛି। ଦଲାଲ ଏହି ଦୁଇ ଯୁବତୀଙ୍କୁ କଳାହାଣ୍ଡି ଅଞ୍ଚଳରୁ ଆଣି ବେଙ୍ଗାଲୁରୁକୁ ନେବାକୁ ଯୋଜନା କରୁଥିଲେ।ଅଧିକ ଟଙ୍କା ରୋଜଗାରର ମିଛ ପ୍ରଲୋଭନ ଦେଖାଇ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ଦଲାଲ ଫେରାର ଥିବାବେଳେ ଭରତପୁର ଥାନା ପୋଲିସ ଛାନଭିନ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking