27.1 C
Bhubaneswar
Friday, November 27, 2026
Homeଓଡିଶାଉଚ୍ଚ ଶିକ୍ଷାନୁଷ୍ଠାନରେ ୮୦ ହଜାର ସିଟ ଖାଲି

ଉଚ୍ଚ ଶିକ୍ଷାନୁଷ୍ଠାନରେ ୮୦ ହଜାର ସିଟ ଖାଲି

ଭୁବନେଶ୍ୱର: ଉଚ୍ଚଶିକ୍ଷାନୁଷ୍ଠାନରେ ଅଧାରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି । ୩ ବର୍ଷରେ ୧୭ ହଜାର ୨୫୦ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି । ୨୦୨୫- ୨୬ରେ ୫ହଜାର ୪ଶହ ୫୯ ଛାତ୍ରଛାତ୍ରୀ ଛାଡିଛନ୍ତି ପାଠପଢା । ଗଞ୍ଜାମରେ ସର୍ବାଧିକ ୬୪୬, ମୟୁରଭଞ୍ଜରେ ୫୩୮ ଡ୍ରପଆଉଟ । ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୫-୨୬ ବର୍ଷରେ ଖାଲିପଡିଛି ୭୯,୯୬୧ ସିଟ । ୨୦୨୪-୨୫ରେ ୭୩,୦୨୦ ଓ ୨୦୨୩-୨୪ରେ ୮୫,୫୩୫ ସିଟ ଖାଲି ପଡିଥିଲା । ଏନେଇ ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଲିଖିତ ଉତ୍ତର ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking