30.1 C
Bhubaneswar
Monday, October 26, 2026
Homeଓଡିଶାକୋଟିଆକୁ ନେଇ କୌଣସି ଦଳ କି ସରକାର, କୌଣସି କମ୍ପରମାଇଜ କରିବ ନାହିଁ : ମନମୋହନ

କୋଟିଆକୁ ନେଇ କୌଣସି ଦଳ କି ସରକାର, କୌଣସି କମ୍ପରମାଇଜ କରିବ ନାହିଁ : ମନମୋହନ

ଭୁବନେଶ୍ୱର : କୋଟିଆକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ । ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । କୋଟିଆକୁ ନେଇ କୌଣସି ଦଳ କି ସରକାର, କୌଣସି କମ୍ପରମାଇଜ କରିବନାହିଁ । କୋଟିଆ କେବଳ ଓଡ଼ିଶାର ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଟିଆକୁ ନେଇ ଦଳ ଓ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଆମ ସରକାର ଆସିଲାପରେ ଦୁଇ ଉପମୁଖ୍ୟମନ୍ତ୍ରୀ,ରାଜସ୍ବ ମନ୍ତ୍ରୀ କୋଟି ଯାଇଛନ୍ତି । କୋଟିଆରେ ଆମ ସରକାର କିଛି ନା କିଛି କାର୍ଯ୍ୟକ୍ରମ କରିଆସିଛି । ରଥଯାତ୍ରା ହେଉକି ସାମାଜିକ କାର୍ଯ୍ୟକ୍ରମ ହଉ କୋଟିଆରେ ଲୋକଙ୍କ ସହିତ ସମୟ କଟାଇଛନ୍ତି । କୋଟିଆ ସମସ୍ୟା ଲମ୍ବା ସମୟ ଧରି ଚlଲି ଆସିଛି l ସରକାର ଯାହା ଯାହା ପଦକ୍ଷେପ ନେବା କଥା ନେଇଛନ୍ତି । କୋଟିଆକୁ କେନ୍ଦ୍ର ମନ୍ତ୍ରୀ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଯାଇଛି । ସମସ୍ୟାର ସମାଧାନ ପାଇଁ ସମସ୍ତ ସହଯୋଗ ଦରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking