34.1 C
Bhubaneswar
Saturday, October 3, 2026
Homeଦେଶ ବିଦେଶଏଲଓସି ପାର୍‌ ହୋଇ ଭାରତୀୟ ଅଞ୍ଚଳରେ ପିଓକେର ଯୁବତୀ: ସେନାଙ୍କ ପଚରା ଉଚରା

ଏଲଓସି ପାର୍‌ ହୋଇ ଭାରତୀୟ ଅଞ୍ଚଳରେ ପିଓକେର ଯୁବତୀ: ସେନାଙ୍କ ପଚରା ଉଚରା

ନୂଆଦିଲ୍ଲୀ:ଜମ୍ମୁ ଓ କାଶ୍ମୀରର ନୌଶେରାର ଲାମ୍ ସବ୍-ସେକ୍ଟରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ପାକିସ୍ତାନ ଅଧିକୃତ ଜମ୍ମୁ ଓ କାଶ୍ମୀର(ପିଓଜେକେ)ର ଜଣେ ୧୭ ବର୍ଷୀୟା ଯୁବତୀଙ୍କୁ ସେନା ଅଟକ ରଖିଛନ୍ତି । ପଚରାଉଚରା ସମୟରେ ଯୁବତୀ ଜଣକ ଦାବି କରିଛନ୍ତି ଯେ ସେ ଭୁଲବଶତଃ ନିୟନ୍ତ୍ରଣ ରେଖା ପାର ହୋଇ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ତାଙ୍କ ଦାବି ଏବଂ ସୀମା ପାର କରିବାର କାରଣ ତଦନ୍ତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking