33.1 C
Bhubaneswar
Monday, September 28, 2026
Homeଓଡିଶା୨୬ ଜିଲ୍ଲା ବନ୍ୟା ପ୍ରଭାବିତ: ସୁରେଶ ପୂଜାରୀ

୨୬ ଜିଲ୍ଲା ବନ୍ୟା ପ୍ରଭାବିତ: ସୁରେଶ ପୂଜାରୀ

ଭୁବନେଶ୍ୱର: ରାଜ୍ୟରେ ୨୬ ଜିଲ୍ଲା ବନ୍ୟାରେ ଅଳ୍ପ ବହୁତେ ପ୍ରଭାବିତ ହୋଇଛି । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ୨୦୫ଟି ବ୍ଲକର ୧୩୬୦ ପଞ୍ଚାୟତର ୭୮୩୪ ଗାଁ ପ୍ରଭାବିତ ହୋଇଛି । ୩୮ଟି ୟୁଏଲବିର ୨୧୯ଟି ୱାର୍ଡ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ଥିତିରେ ସୁଧାର ଆଶା କରୁଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking