ଭୁବନେଶ୍ୱର: ଏଗ୍ରିଷ୍ଟାକ ବାଧ୍ୟତାମୂଳକ ନୁହେଁ କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଚାଷୀମାନଙ୍କ ସୁବିଧା ପାଇଁ ଏହା ୟୁନିଟ କାର୍ଡ , କିନ୍ତୁ ବାଧତାମୂଳକ ନହେଁ । ଅତିକମରେ ୧୦ ଲକ୍ଷ ଚାଷୀଙ୍କ ଏଗ୍ରିଷ୍ଟାକ କାର୍ଡ କରିବାକୁ ଚେଷ୍ଟା କରାଯାଉଛି । ବିନା ଏଗ୍ରିଷ୍ଟାକରେ ବି ଚାଷୀ ଧାନ ବିକ୍ରି କରିପାରିବେ । କେବଳ ଏହାସେମାନଙ୍କ ସୁବିଧା ପାଇଁ କରାଯାଇଛି । ଏହାଦ୍ୱାରା ଭବିଷ୍ୟତରେ ଧାନ ବିକ୍ରି ସାର ସହ ସବୁ ସୁବିଧା ପାଇପାରିବେ ।










