ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଏହି ସବୁ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ନେଇ ରେକର୍ଡ କରାଯାଇଛି । ଏଥିସହିତ ବିଭିନ୍ନ ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି ବର୍ଷ ଉପକୂଳବର୍ତ୍ତୀ ଓଡିଶାରେ ବର୍ଷାର ପରିମାଣ ୩୬ ପ୍ରତିଶତ ହୋଇଥିବା ବେଳେ, ପଶ୍ଚିମ ଓଡିଶାରେ ୮୨ ପ୍ରତିଶତ ବର୍ଷା ହୋଇଛି । ସେହିପରି ଉତ୍ତର ଓଡିଶାରେ ୬୨ ପ୍ରତିଶତ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡିଶାରେ ୬୯ ପ୍ରତିଶତ ବର୍ଷା ହୋଇଛି । ସମ୍ପୁର୍ଣ୍ଣ ଓଡିଶାରେ ଚଳିତ ବର୍ଷା ମୋଟାମୋଟି ଭାବେ ୬୫ ପ୍ରତିଶତ ବର୍ଷା ହୋଇଛି ।
ଜିଲ୍ଲା – ଷ୍ଟେସନ – ବର୍ଷା ରେକର୍ଡ
୧. ନୂଆପଡା -ସିନାପାଲି -୧୬୪.୦ ମି.ମି
୨. ବରଗଡ -ପାଇକମାଳ -୧୫୭.୫ ମି.ମି
୩. ନୂଆପଡା -ଖରିଆର -୧୫୫.୦ ମି.ମି
୪. ନୂଆପଡା – ବୋଡେନ -୧୫୨.୦ ମି.ମି
୫. ନବରଙ୍ଗପୁର -ଝରିଗାଁ -୧୩୫.୦ ମି.ମି
୬. କଳାହାଣ୍ଡି -ଗୋଳମୁଣ୍ଡା -୧୩୪.୦ ମି.ମି
୭. ନବରଙ୍ଗପୁର -ଉମରକୋଟ -୧୨୫.୦ ମିମି
୮. ନୂଆପଡା -କୋମନା -୧୧୯.୩ ମିମି
୯. ନବରଙ୍ଗପୁର -ଡାବୁଗାଁ -୧୧୫.୨ ମିମି
୧୦. ନୂଆପଡା -ନୱାପରା -୧୧୫.୦ ମିମି
୧୧. କୋରାପୁଟ – ବୋରିଗିମ୍ମା -୧୧୬.୬ ମିମି
୧୨. ବରଗଡ -ପଦ୍ମପୁର -୧୦୩.୦ ମିମି
୧୩. ବଲାଙ୍ଗିର -ବଙ୍ଗମୁଣ୍ଡା -୯୭.୦ ମିମି
୧୪. କୋରାପୁଟ -କୋଟପାଡ -୯୦.୦ ମିମି
୧୫.ନବରଙ୍ଗପୁର -କୋଶଗୁମୁଡା -୮୫.୬ମିମି
୧୬. କଳାହାଣ୍ଡି – କୋକସରା -୭୮.୦ମିମି
୧୭.ନବରଙ୍ଗପୁର -ପାପଡାହାଣ୍ଡି -୭୬.୦ ମିମି
୧୮. ମାଲକାନଗିରି -ମାଲକାନଗିରି -୭୫.୮ମିମି
୧୯. ନବରଙ୍ଗପୁର -ଚାନ୍ଦହାଣ୍ଡି -୭୨.୬ମିମି
୨୦. ବରଗଡ -ଝାରବନ୍ଧ -୭୨.୦ମିମି
୨୧. କଳାହାଣ୍ଡି – କଲମପୁର -୭୨.୦ମିମି
୨୨. ନବରଙ୍ଗପୁର -ରାଇଘର -୭୨.୦ମିମି
୨୩.ବଲାଙ୍ଗିର -ଖପରାଖୋଲ -୭୨.୦ମିମି
୨୪. କଳାହାଣ୍ଡି -ଧର୍ମଗଡ -୭୧.୮ମିମି
୨୫. କଳାହାଣ୍ଡି -ଜଇପାଟଣା -୬୯.୦ମିମି
୨୬.କଳାହାଣ୍ଡି -ଜୁନାଗଡ -୬୬.୬ ମିମି
୨୭.କଳାହାଣ୍ଡି -ରାମପୁର -୬୫.୨ମିମି
୨୮. ବଲାଙ୍ଗିର -ପାଟଣାଗଡ -୬୩.୦ମିମି
୨୯. ନବରଙ୍ଗପୁର -ନବରଙ୍ଗପୁର , ପିଟିଓ -୬୧.୬ମିମି
୩୦. କୋରାପୁଟ -ଜୟପୁର -୫୭.୨ ମିମି
୩୧. ସୁନ୍ଦରଗଡ -ବାଲିଶଙ୍କରା -୫୫.୦ମିମି
୩୨.ମାଲକାନଗିରି -ମୈଥିଲି – ୫୫.୦ମିମି
୩୩. ବରଗଡ -ବିଜେପୁର -୫୪.୦ ମିମି










