ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଯୁବଶକ୍ତି ଓ ଜେନ ଜେଡଙ୍କ ବିଜୟ କହିଲା କଂଗ୍ରେସ । ଶିକ୍ଷା ବ୍ୟବସ୍ଥାକୁ ଠିକ ପାଇଁ ଚେଷ୍ଟା କରିଥିବା ଯୁବକମାନଙ୍କର ବିଜୟ । ଯୁବସମାଜ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛନ୍ତି । ଯେପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ନ ଆସିଛି ଲଢେଇ ଜାରି ରହିବ । ସୂଚନାଥାଉକି, ସିଜେପିର ଆନ୍ଦୋଳନ ପରେ ଆଜି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି ।










