28.9 C
Bhubaneswar
Friday, July 24, 2026
Homeଦେଶ ବିଦେଶଇସ୍ତଫା ଦେଲେ ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ

ଇସ୍ତଫା ଦେଲେ ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ

ନୂଆଦିଲ୍ଲୀ :  ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ମୁଖପାତ୍ର ଏବଂ ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛନ୍ତି। ତାଙ୍କ କାର୍ୟ୍ୟକାଳର ପ୍ରାୟ ଦୁଇ ବର୍ଷ ବାକି ଥିବାବେଳେ ଏହି ଇସ୍ତଫା ଆସିଛି।  ଗତ କିଛି ଦିନ ଧରି ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସ୍ଥାନୀୟ ଗଣମାଧ୍ୟମରେ ସ୍ୱାସ୍ଥ୍ୟଗତ କାରଣର ଉଲ୍ଲେଖ ଥିବାବେଳେ, ରଏଟର୍ସ ସୂତ୍ର ଅନୁଯାୟୀ ଏହା ପଛରେ ରାଜନୈତିକ ଚାପ ମଧ୍ୟ ଏକ କାରଣ ହୋଇପାରେ।ବାଂଲାଦେଶୀ ଗଣମାଧ୍ୟମର ଖବର ଅନୁଯାୟୀ, କ୍ୟାବିନେଟ୍ ସଚିବ ନାସିମୁଲ୍ ଗାନିଙ୍କ ନାମ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ଚର୍ଚ୍ଚାରେ ରହିଛି। ତେବେ ଏନେଇ ଏପର୍ୟ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking