28.3 C
Bhubaneswar
Wednesday, July 22, 2026
Homeଅପରାଧପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ

ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ

ବଲାଙ୍ଗିର:ବଲାଙ୍ଗିର ଜିଲ୍ଲା ବେଲପଡ଼ା ସହରରେ ଏକ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ହିଂସାତ୍ମକ ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ବେଲପଡ଼ା ଅଞ୍ଚଳର ସସ୍ମିତା ମେହେରଙ୍କ ବିବାହ ମୁରିବାହାଲ ଥାନା ଅନ୍ତର୍ଗତ ଅନ୍ତର୍ଲା ଗ୍ରାମର ଗିରିଧାରୀ ମେହେରଙ୍କ ସହ ହୋଇଥିଲା। ଗିରିଧାରୀ ଏକ କୁକୁଡ଼ା ଫାର୍ମ ପରିଚାଳନା କରୁଥିବା ବେଳେ ସେହି ଫାର୍ମରେ ମୁନା ବେହେରା ସହଯୋଗ କରୁଥିଲେ। ଏହି ସମୟରେ ସସ୍ମିତା ଓ ମୁନାଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିବା ଅଭିଯୋଗ ରହିଛି। ପରବର୍ତ୍ତୀ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସେମାନେ ଅଲଗା ରହୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking