ଭୁବନେଶ୍ୱର: ସ୍କୁଲକୁ ସଂଶୋଧିତ ପୁସ୍ତକ ଦିଆଯିବ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ । ବହି ତ୍ରୁଟି ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାଯାନୁଷ୍ଠାନ ହୋଇଛି । ସ୍କୁଲରେ ଠିକ ଭାବେ ସେଂଶୋଧିତ ବହି ବ୍ୟବହାର ହେବ ।










