36.3 C
Bhubaneswar
Saturday, June 27, 2026
Homeଓଡିଶାଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ !

ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ !

ନୂଆଦିଲ୍ଲୀ: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୨୦୨୭ ଆରମ୍ଭରେ ଭାରତ ଗସ୍ତ କରିବେ ରାଷ୍ଟ୍ରପତି ଟ୍ରମ୍ପ । ଏନେଇ ଆମେରିକା ବିଦେଶ ମନ୍ତ୍ରୀ ମାର୍କ ରୁବିଓ ସୂଚନା ଦେଇଛନ୍ତି। ଏହି ଗସ୍ତ ଉଭୟ ଦେଶର ରାଜନୈତିକ ଓ ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ କରିବ। ଏହାସହ ରୁବିଓ କହିଛନ୍ତି, ଏହି ଐତିହାସିକ ଗସ୍ତ ଓ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦେବା ସହ ବହୁପ୍ରତିକ୍ଷିତ ଟ୍ରେଡ୍‌ ଡିଲ୍‌ ଫାଇନାଲ କରିବାକୁ ଭାରତ ଆସୁଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ସୁସମ୍ପର୍କ ଉଭୟ ଦେଶକୁ ବେଶ ଆଗକୁ ନେବ। ଉଭୟ ନେତା ଏକାଭଳି ଚିନ୍ତା କରନ୍ତି। ସେ ନିଜେ ମୋଦୀଙ୍କ ବଡ ପ୍ରଂଶସକ ବୋଲି କହିଛନ୍ତି ରୁବିଓ। ମୋଦୀଙ୍କ ନେତୃତ୍ବରେ ଭାରତ ବିଶ୍ବଶକ୍ତି ଭାବେ ଉଭା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking